ତାଳ ଗଛ ସିଏ, ନିରିମାଖୀଟିଏ ଦୁରକୁ ଦୁରକୁ ଦେଖୁଛି ତା ଦୁଃଖ ପାସରା, ଅଟେ ଅପାସୋରା ହୁଏନି କା ହାତଧରା ହୁଏନି ମୋ ହାତଧରା ଦିନେ ପ୍ରଭାତରେ, ଅଧା ଶରୀରରେ ନିଂଆ ରେ ଜଳି ଡାକୁଛି କିଏ ସେ ମାନବ, ଜଳାଇ ଶରୀର ତଡ଼ପି ତଡ଼ପି ମାରୁଛି ତା ଜଳା କାୟାକୁ, ନିତି ଆଖି ପଡ଼େ ଖୋଜେ ତା ନରମ ମନକୁ ବୁଝି ପାରେନି ତା, ହୃଦୟ ଦରଦ କେତେ ଅଛି ଗଭୀରକୁ ଦେଖ ବିଭୁକଂର, କି ସୁଦଂର ବିଚାର ତା ଗଭା ମଡିଂତ ଫଳ - ଝୁଲି ପଡ଼ି ଅଛି, ହସି ହସି କରି ଆନଂଦେ ସିଏ ବିଭୋର The palm tree is a cavernous tree
Looking into the distance
Her grief is over, Apasora
Don’t hold hands
Don’t hold my hand
One morning, half in the body
Burning in the fire
Who is he human, burning body
It’s getting worse
Her burning eyes, the policy eyes
Finds her soft mind
I don’t understand, it’s heartbreaking
How deep is it?
See the…